
ଆପଣଙ୍କ ଉପରେ
ସିକଲ ସେଲ ରୋଗର
କଣ ପ୍ରଭାବ ହୋଇଥାଏ

ସିକଲ ସେଲ୍ ରୋଗର ପ୍ରଭାବ:
ଏକ ଗ୍ଲୋବାଲ୍ ସର୍ଭେ
ଲକ୍ଷଣ

କାର୍ଯ୍ୟକଳାପ

ଜୀବନ

ବିଦ୍ୟାଳୟ

ସିକଲ ସେଲ ରୋଗ ତଥା ପୀଡା ସମ୍ବନ୍ଧୀୟ କଷ୍ଟରୁ ଆପଣଙ୍କ ଶରୀର, ମନ ଏବଂ ସମଗ୍ର ଜୀବନ ପ୍ରଭାବିତ ହୋଇପାରେ |
ସିକଲ ସେଲ ରୋଗ ଏବଂ ପୀଡା ସମ୍ବନ୍ଧୀୟ କଷ୍ଟରୁ ଗମ୍ଭୀର ଏବଂ ଜୀର୍ଣ୍ଣ ଜଟିଳତା ଯେପରି ଅଙ୍ଗକୁ କ୍ଷତି ଏବଂ ଅଙ୍ଗ ବିଫଳତା ହୋଇପାରେ |
ଅଧିକ ସୂଚନା ପାଇଁ ତଳେ ଦିଆଯାଇଥିବା କୌଣସି ଆଇକନ କୁ ବାଛନ୍ତୁ:






















ହଠାତ, ତୀବ୍ର ଯନ୍ତ୍ରଣା
ପୀଡା ସମ୍ବନ୍ଧୀୟ କଷ୍ଟ ବା ଭାସୋ-ଅକ୍ଲୁସିଭ ସମସ୍ୟା ପୀଡା ସମ୍ବନ୍ଧୀୟ କଷ୍ଟ
ଷ୍ଟ୍ରୋକ
ସାଇଲେଣ୍ଟ ବା କ୍ଲିନିକଲ ଷ୍ଟ୍ରୋକ ବା ସେରେବ୍ରଲ ଇନଫ୍ରାକସନ
ଫୁସ ଫୁସ ରୋଗ
ଗମ୍ଭୀର ଚେଷ୍ଟ ସିଣ୍ଡ୍ରୋମ
କିଡନୀ ରୋଗ
ରେନାଲ ଡିସଫଙ୍କଶନ ବା ବିଫଳତା
ନିତମ୍ବ ହାଡର କ୍ଷତି
ଅଭାସ୍କୁଲର ନେକ୍ରୋଶିସ
ଆପଣଙ୍କ ଆଖିର ରକ୍ତ ବାହିକାର କ୍ଷତି
ରେଟିନୋପାଥି
ଅବସାଦର ବୃଦ୍ଧି ଜନିତ ବିପଦ, ଚିନ୍ତା, ମାନସିକ କାର୍ଯ୍ୟରେ କଠିନତା
ମାନସିକ ସ୍ୱାସ୍ଥ୍ୟ
ପୁରୁଷ : ଦୀର୍ଘକାଳୀନ ପୀଡାଦାୟକ ଲିଙ୍ଗ ଉଥାନ
ପ୍ରିୟାପିଜମ [pry-uh-piz-uhm]
ମହିଳା : ମାସିକ ଚକ୍ର ସମୟରେ ପୀଡା ସମ୍ବନ୍ଧୀୟ କଷ୍ଟ ହେବା
ୠତୁସ୍ରାବ ମଧ୍ୟରେ ଯନ୍ତ୍ରଣା ସମସ୍ୟା
[pry-uh-piz-uhm]
ଗୋଡରେ କ୍ଷତ
ଗୋଡରେ ଅଲ୍ସର
























ଶରୀରରେ ଅନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯେପରି ସଂକ୍ରମଣ, ହୃଦୟ ସମ୍ବନ୍ଧୀୟ ଦୁଷ୍କ୍ରିୟା, ଯକୃତ ସମ୍ବନ୍ଧୀୟ ଦୁଷ୍କ୍ରିୟା, ଏବଂ ପ୍ଳିହା ସମ୍ବନ୍ଧୀୟ ଦୁଷ୍କ୍ରିୟା ବି ହୋଇପାରେ |
ଏହି ଗମ୍ଭୀର ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିପଦ ସତ୍ତ୍ୱେ, ଉଦାହରଣ ପାଇଁ, ନେଦରଲ୍ୟାଣ୍ଡରେ ପୀଡା ସମ୍ବନ୍ଧୀୟ କଷ୍ଟ ମଧ୍ୟରୁ 68% ମାମଲାର ପ୍ରବନ୍ଧନ ଘରେ ହିଁ କରାଯାଇଥାଏ | ଏହା ମହତ୍ଵପୂର୍ଣ୍ଣ ଅଟେ କି ଆପଣ ଆପଣଙ୍କ ପାଇଁ ଅପେକ୍ଷିତ ଚିକିତ୍ସା ଯତ୍ନ ପ୍ରାପ୍ତ କରନ୍ତୁ | ପୀଡା ସମ୍ବନ୍ଧୀୟ କଷ୍ଟକୁ ଟ୍ରାକ ରଖିବା ସୁନିଶ୍ଚିତ କରନ୍ତୁ ତଥା ଚିକିତ୍ସକଙ୍କୁ ଆପଣଙ୍କ ବା ଆପଣଙ୍କ ପିଲା ଦ୍ଵାରା ଅନୁଭବ କରାଯାଇଥିବା ପ୍ରତ୍ୟେକ ପୀଡା ସମ୍ବନ୍ଧୀୟ କଷ୍ଟ ବିଷୟରେ କୁହନ୍ତୁ | ତାହା ଏକ ଏପରି ଗେମ ପ୍ଳାନ ସହ ଆପଣଙ୍କ ସହାୟତା କରିପାରେ ଯାହା ଦ୍ଵାରା ଆପଣଙ୍କୁ ଆଗାମୀ ପୀଡା ସମ୍ବନ୍ଧୀୟ କଷ୍ଟର ପ୍ରବନ୍ଧନ କରିବାରେ ସହାୟତା ମିଳିପାରେ |
ସିକଲ ସେଲ ରୋଗରୁ ଭାବାତ୍ମକ ଜୀବନ ପ୍ରଭାବିତ ହୋଇପାରେ, କିନ୍ତୁ ଅନେକ ଲୋକ ଏବେବି ଉତ୍ପାଦନଶୀଳ ଜୀବନ ନିର୍ବାହ କରୁଛନ୍ତି |
ସିକଲ ସେଲ ରୋଗରେ ପୀଡିତ ଲୋକ ନିମ୍ନଲିଖିତ ଲକ୍ଷଣକୁ ଅନୁଭବ କରିପାରିବେ:


ଅବସାଦ
ସିକଲ ସେଲ ରୋଗରେ ପୀଡିତ 30% ଲୋକଙ୍କୁ ଅବସାଦ ହୋଇଥାଏ


ଚିନ୍ତା
ସିକଲ ସେଲ ରୋଗରେ ପୀଡିତ 10% ଲୋକ ଚିନ୍ତାର ଅନୁଭବ କରିଥାନ୍ତି


ଥକାପଣ ବା କ୍ଳାନ୍ତି
ସିକଲ ସେଲ ରୋଗରେ ପୀଡିତ ଲୋକ ଥକାପଣ ଅନୁଭବ କରିଥାନ୍ତି


ଶିଖିବା ଏବଂ ଧ୍ୟାନ ଦେବାରେ କଠିନ
ସିକଲ ସେଲ ରୋଗରେ ପୀଡିତ ଲୋକଙ୍କୁ ଏହି ଆହ୍ଵାନର ବିପଦ ଅଧିକା ଥାଏ


ଶୋଇବାରେ କଷ୍ଟ
ସିକଲ ସେଲ ରୋଗରେ ପୀଡିତ ଲୋକଙ୍କୁ ନିଦ ସମ୍ବନ୍ଧୀୟ କଷ୍ଟର ଆଶଙ୍କା ଅଧିକ ହୋଇଥାଏ